ତ୍ରିଦଣ୍ଡୀ
ଦେଖଣା
ତ୍ରିଦଣ୍ଡୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତ୍ରିଦଣ୍ଡ+ ଅଛି ଅର୍ଥରେ ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ତ୍ରିଦଣ୍ଡବିଶିଷ୍ଟ —୧. Consisting of three sticks.
- ୨. ତ୍ରିୟଷ୍ଟିବାହକ —୨. Carrying three sticks.
- ୩. ତ୍ରିଦଣ୍ଡଧାରୀ —୩. Carrying the triple staff.
ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ଆପଣାର କାୟମନୋବାକ୍ୟ (ମନ ବଚନ ଓ କର୍ମ ଏହି ତିନି)କୁ ସଂଯମ କରିଅଛି — ୧. One who has succeeded in controlling his mind, body and action.
- ୨. ତ୍ରିଦଣ୍ଡଧାରୀ ପରିବ୍ରାଜକ ସନ୍ନ୍ୟାସୀବିଶେଷ — ୨. A class of wandering ascetics carrying the triple staff.
- ୩. ଯଜ୍ଞୋପବୀତ (ଏଥିରେ ତିନି ସରିରେ ତିନୋଟି ଲେଖାଏ ଖିଅ ଥାଏ) —୩. The sacred thread worn by the ୩ higher castes amongst the Hindus.