ତ୍ରିଦଶ
ଦେଖଣା
ତ୍ରିଦଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତ୍ରି=ତାପତ୍ରୟ+ ଦଶ୍ ଧାତୁ= ନାଶ କରିବା+ କର୍ତ୍ତୃ. ଅ; ଯେଉଁମାନେ ଜୀବର ଆଧ୍ୟାତ୍ମିକ, ଆଧିଭୌତିକ, ଆଧିଦୈବିକ ତାପମାନ ବିନାଶ କରନ୍ତି)
[ସମ୍ପାଦନା]ଦେବତା, ଅମର —The Gods; the Immortals.
ସଂସ୍କୃତ - ବିଶେଷଣ - (ତ୍ରିଅଧିକ ବା ତ୍ରିରାବୃତ୍ତ ଦଶ)
[ସମ୍ପାଦନା]- ୩୩. ସଂଖ୍ୟା ବିଶିଷ୍ଟ (ଯଥା—ଆଦିତ୍ୟ ୧୨: ରୂଦ୍ର ୧୧: , ବସୁ ୮, ବିଶ୍ୱଦେବ୨=୩୩: ଦେବ) —Numbering ୩୩.
ଦେଶଜ - ଓ ବିଶେଷ୍ୟ - ବିଶେଷଣ - (ସଂସ୍କୃତ - ତ୍ରୟୋଦଶ)
[ସମ୍ପାଦନା]- ୧୩. ସଂଖ୍ୟା — The number thirteen.
ତ୍ରି ଦଶ ଅଧ୍ୟାୟ ସମ୍ପୂର୍ଣ୍ଣ ଶ୍ରୀକୃଷ୍ଣ ତୁଣ ଗଣ ଧ୍ୟାନ ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ