ତ୍ରିଦୋଷ
=== ସଂସ୍କୃତ - ବିଶେଷ୍ୟ - (ଆୟୁର୍ବେଦ ମତେ)
ବାତ, ପିତ୍ତ ଓ କଫଜନିତ ଶରୀରର ବିକାର ବା ପ୍ରକୋପ; ସନ୍ଧି; ସନ୍ନିପାତ ବିକାର —Derangement of the three humours of the body (wind, the and phlegm) according to Āyurbeda; collapse.