Jump to content

ତ୍ରିନାଥ ମେଳା

ଉଇକିଅଭିଧାନ‌ରୁ

ତ୍ରିନାଥ ମେଳା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ଉଦ୍ଦେଶ୍ୟରେ ପୂଜା —A worship, for some time in vogue in Orissa, of the Hindu Trinity.

ତ୍ରିନାଥ ମେଳା, ସୁକୁଚୂନି ପୂଜା ଗ୍ରାମ ଦେବତୀ ମାଜଣା ଦୁଇଜଣଯାକ ତେର ତେର ଧର୍ମକାର୍ଯ୍ୟ କଲେ ଫକୀରମୋହନ. ଗଳ୍ପସ୍ୱଳ୍ପ

[ଦ୍ରଷ୍ଟବ୍ୟ —ଏହା କୌଣସି ଶାସ୍ତ୍ରାନୁମୋଦିତ ନୁହେ ଏଥିରେ ପଇସାକର ପାନ, ପଇସାକର ତେଲ ଓ ପଇସାକର ଗଞ୍ଜେଇ ତିନି ଦେବତାଙ୍କ ନାମରେ ଉତ୍ସର୍ଗ କରାଯାଏ ଓ ଗୀତ ବୋଲାଯାଏ ତେଲ ଦୀପରେ ଜଳେ, ପାନ ଓ ଗଞ୍ଜେଇକୁ ଉପସ୍ଥିତ ଭକ୍ତମାନେ ଖାଆନ୍ତି]