Jump to content

ତ୍ରିନୟନ

ଉଇକିଅଭିଧାନ‌ରୁ

ତ୍ରିନୟନ

ଉଚ୍ଚାରଣ

[ସମ୍ପାଦନା]

(ତ୍ରିନେତ୍ର, ତ୍ରିଲୋଚନ—ଅନ୍ୟରୂପ)

(ତ୍ରିନୟନା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ତ୍ରି+ ନୟନ)

[ସମ୍ପାଦନା]
୧. ମହାଦେବ — ୧. The three-eyed God Ṡiba.
୨. (କର୍ମଧାରୟ) ଲୋଚନ— କ୍ରୟ —୨, Three eyes,

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ତିନି ଚକ୍ଷୁବିଶିଷ୍ଟ; ତିନିଆଖିଆ — Three-eyed.