Jump to content

ତ୍ରିନୟନା

ଉଇକିଅଭିଧାନ‌ରୁ

ତ୍ରିନୟନା

ଉଚ୍ଚାରଣ

[ସମ୍ପାଦନା]

(ତ୍ରିନେତ୍ରା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

କାଳୀ; ଦୁର୍ଗା; ବଗଳାମୁଖୀ — Goddess Kāḻī.

ବିଶେଷଣ -

[ସମ୍ପାଦନା]

ଲୋଚନତ୍ରୟଯୁକ୍ତା; ତ୍ରିଚକ୍ଷୁ— ବିଶିଷ୍ଟା —Three-eyed (female); having three eyes.