ତ୍ରିପଣ୍ଡ କଳା
(ତ୍ରିପଣ୍ଡ କାଳିଆ—ଅନ୍ୟରୂପ)
(ତ୍ରିପଣ୍ଡ କାଳୀ—ସ୍ତ୍ରୀ)
ଘୋର କୃଷ୍ଣବର୍ଣ୍ଣ — Very black coloured.
ମୁଣ୍ଡଟା ବଡ଼ପଣ୍ଡା ମୁଣ୍ଡପରି ତ୍ରିପଣ୍ଡ କଳା ଫକୀରମୋହନ ଛମାଣ ଆଠଗୁଣ୍ଠ