Jump to content

ତ୍ରିପଥ

ଉଇକିଅଭିଧାନ‌ରୁ

ତ୍ରିପଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସାମାହାର ଦ୍ୱିଗୁ; ତ୍ରି+ପଥ)

[ସମ୍ପାଦନା]
୧. ତିଛକୀ; ତିନି ଛକୀ ବାଟ —୧. The meeting of three roads.
୨. ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ —୨. Heaven, earth and the nether regions.
୩. ତିନିଗୋଟି ବାଟ —୩. Three ways.
୪. ଧର୍ମ ସାଧନର ୩ଟି ମାର୍ଗ (କର୍ମ, ଜ୍ଞାନ ଓ ଉପାସାନା) — ୪. The three ways for worshipping.