ତ୍ରିପଥଗା
(ତ୍ରିପଥଗାମିନୀ—ଅନ୍ୟରୂପ)
=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ତ୍ରିପଥ= ସ୍ୱର୍ଗ, ମର୍ତ୍ତ୍ୟ. ପାତାଳ+ଗମ୍+କର୍ତ୍ତୃ. ଅ)
ଗଙ୍ଗା —The Ganges (flowing in the Heaven, the earth and the nether world.)
ତିନି ବାଟରେ ବୋହି ଯାଉଥିବା — Flowing in three ways.