Jump to content

ତ୍ରିପଦ

ଉଇକିଅଭିଧାନ‌ରୁ

ତ୍ରିପଦ

ଉଚ୍ଚାରଣ

[ସମ୍ପାଦନା]
(ତ୍ରିପଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ତ୍ରି+ପଦ)

[ସମ୍ପାଦନା]

ଯାହାର ତିନିଟି ଗୋଡ଼ ଥାଏ; ତିନିଗୋଡ଼ିଆ —Three-legged.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ତିପାଇ; ତିନିଗୋଡ଼ିଆ ଷ୍ଟୁଲ ବା ଟେବଲ —୧. Tripod.
୨. ତ୍ରିଭୁଜ —୨. Triangle.