Jump to content

ତ୍ରିପାଠୀ

ଉଇକିଅଭିଧାନ‌ରୁ

ତ୍ରିପାଠୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯେ ତିନି ବେଦ ପାଠ କରିଅଛି — Learned in the ୩ Bedas.

ବିଶେଷ୍ୟ -

[ସମ୍ପାଦନା]

ବ୍ରାହ୍ମଣମାନଙ୍କର ଉପାଧିବିଶେଷ; ତିହାଡ଼ୀ; ତେବାରୀ — A family-title of certain Brāhmaṇs.