ତ୍ରିପାଦ
ଦେଖଣା
ତ୍ରିପାଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତିନି ଗୋଟି ପାଦ ଯାହାର; ବାମନ ଅବତାରରେ ବିଷ୍ଣୁ ୩ ଗୋଟି ପାଦ ଧାରଣ କରିଥିବାରୁ)
[ସମ୍ପାଦନା]- ୧. ବିଷ୍ଣୁ —୧. Bishṇu.
- ୨. ଜ୍ୱର —୨. Fever.
[ଦ୍ରଷ୍ଟବ୍ୟ —ଜ୍ୱରପୁରୁଷର ତିନି ଗୋଟି ଗୋଡ଼ ଥିବାର ପୁରାଣରେ ଲେଖା ଅଛି]
- ୩. ତ୍ରେତାଯୁଗର ଧର୍ମସ୍ୱରୂପ ବୃକ୍ଷ —୩. A three-legged bull said to represent the piety observed during the ୨nd mythical age of the Hindus
ବିଶେଷଣ -
[ସମ୍ପାଦନା]ତିନି ପାଦପରିମିତ — Measured by three foot-steps.