Jump to content

ତ୍ରିପିବ

ଉଇକିଅଭିଧାନ‌ରୁ

ତ୍ରିପିବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରି+ପା ଧାତୁ+ଅ)

[ସମ୍ପାଦନା]

ଏକ ପ୍ରକାର ଲମ୍ୱ କାନ ଥିବା ଅଣ୍ଡିରା ଛେଳି — A kind of long-eared he-goat

[ଦ୍ରଷ୍ଟବ୍ୟ —ଏ ପାଣି ପିଇଲାବେଳେ ଏହାର ଦୁଇ କାନ ପାଣିରେ ଲାଗେ ମନୁଙ୍କ ମତରେ ଏପରି ଛେଳିର ମାଂସ ପିତୃକର୍ମ ପାଇଁ ବିଶେଷ ଉପଯୁକ୍ତ]