Jump to content

ତ୍ରିପିଷ୍ଟପ

ଉଇକିଅଭିଧାନ‌ରୁ

ତ୍ରିପିଷ୍ଟପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରି+ପିଷ୍ଟପ+ଭୁବନ)

[ସମ୍ପାଦନା]
୧. ତୃତୀୟ ଭୁବନ, ସ୍ୱର୍ଗ —୧. Heaven.
୨. ତ୍ରିଲୋକ; ତ୍ରିଭୁବନ — ୨. The three worlds (heaven, earth and nether world).
୩. ଆକାଶ —୩. The sky.