Jump to content

ତ୍ରିପୁଟା

ଉଇକିଅଭିଧାନ‌ରୁ

ତ୍ରିପୁଟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତ୍ରିପୁଟ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ମଲ୍ଲୀଫୁଲ — ୧. Jasmine flower; Arabian Jasmine (M.W.)
୨. ବଡ଼ ଅଳେଇଚ —୨. The large cardamom.
୩. ଗୁଜୁରାତି; ଛୋଟ ଅଳେଇଚ — ୩. The small cardamom.


୪. ତନ୍ତ୍ର —୪. The Tantras.
୫. ତନ୍ତ୍ରୋକ୍ତ ଅଭୀଷ୍ଟଦାତ୍ରୀ ଦେବୀବିଶେଷ — ୫. Name of a Goddess.
୬. ସଙ୍ଗୀତର ରାଗିଣୀବିଶେଷ — ୬. A name of a mode in music.