Jump to content

ତ୍ରିପୁଣ୍ଡ୍ର

ଉଇକିଅଭିଧାନ‌ରୁ

ତ୍ରିପୁଣ୍ଡ୍ର

ଉଚ୍ଚାରଣ

[ସମ୍ପାଦନା]

(ତ୍ରିପୁଣ୍ଡ୍ରକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ପୁଣ୍ଡ୍ର=ଆଖୁ; ଆଖୁ ପରି ଲମ୍ୱ ୩ ରେଖା)

[ସମ୍ପାଦନା]

ଭସ୍ମଚନ୍ଦନାଦ୍ୱାରା କପାଳରେ କଟାଯିବା ସମାନ୍ତର ୩ଟି ଗାର — A triple sectarian mark on the forehead with ashes or paste consisting of three parallel horizontal lines or streaks.

[ଦ୍ରଷ୍ଟବ୍ୟ —ଏହି ଚିତାକୁ ଶୈବମାନେ ତିନିଗୋଟି ଆଡ଼ବାଗିଆ ଗାରରୂପେ କପାଳରେ ଧାରଣ କରନ୍ତି]

୨. ବୈଶ୍ୟମାନେ କପାଳରେ କାଟିବା ଚିତା — ୨. The sandal paste mark put on the brow by the B&aline;i̱ṡyas.

(ଏଥିରେ ଶାସ୍ତ୍ରବଚନ—ଅର୍ଧ ପୁଣ୍ଡଂ, ବ୍ରାହ୍ମଣସ୍ୟ କ୍ଷତ୍ରିୟସ୍ୟ ଦ୍ୱିପୁଣ୍ଡ୍ରକଂ ତ୍ରିପୁଣ୍ଡ୍ରକଂ ତୁ ବୈଶ୍ୟସ୍ୟ ବର୍ତ୍ତୁଳଃ ଶୂଦ୍ର ଜାତିଷୁ)