ତ୍ରିପୁଷ
ଦେଖଣା
ତ୍ରିପୁଷ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ପ୍ରାଚୀନ ଉତ୍କଳର ଜନୈକ ବଣିକ୍ — Name a merchant of ancient Utkal.
[ଦ୍ରଷ୍ଟବ୍ୟ —ଏ ଭଲ୍ଲିକ ନାମରେ ଅନ୍ୟ ଜଣେ ବଣିକ ସଙ୍ଗରେ ପଞ୍ଚାଶାତ୍ ଶକଟରେ ପଣ୍ୟଦ୍ରବ୍ୟ ଘେନି ମଗଧକୁ ଯାଉଥିଲେ ବାଟରେ ଏ ଦୁହେଁ ବନ୍ଧୁଦେବଙ୍କୁ ଭେଟିଲେ ଓ ବୁଦ୍ଧ ତପସ୍ୟା ସାଧନ ପରେ କ୍ଷୁଧାର୍ତ୍ତ ଥିବାରୁ ଏମାନେ ତାଙ୍କୁ ମହୁ ଆଦି ଦେଲେ ଓ ଓ ବୁଦ୍ଧଙ୍କଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ ଚୈତ୍ୟ ନିର୍ମାଣ ପାଇଁ ବୁଦ୍ଧ ଏମାନଙ୍କୁ ନିଜର ନଖ ଓ କେଶ ଦେଇଥିଲେ ଏ ଦୁହେଁ ଦେଶକୁ ଫେରିଆସି ଶିଳାଗର୍ତ୍ତ ନାମରେ ଗୋଟିଏ ଚୈତ୍ୟ ତିଆରି କରିଥିଲେ ବିନାୟକ ମିଶ୍ର ସହକାର ୧୧: ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କାକୁଡ଼ି —୧. Cucumber.
- ୨. ଗହମ —୨. Wheat.