ତ୍ରିବର୍ଗ
ଦେଖଣା
ତ୍ରିବର୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ବର୍ଗ)
[ସମ୍ପାଦନା]- ୧. ସଂସାରୀର ତିନିଗୋଟି ଉଦ୍ଦେଶ୍ୟ, ଯଥା—ଧର୍ମ, ଅର୍ଥ ଓ କାମ — ୧. The three pursuits or desires of a worldly man, viz, virtue, welth, and desires.
- ୨. ସୃଷ୍ଟି, ସ୍ଥିତି ଓ ଲୟ — ୨. Creation; preservation destruction.
- ୩. ସତ୍ତ୍ୱ, ରାଜଃ ଓ ତମଃ —୩. The three primary qualities of Nature (good, medium and evil).
- ୪. ତ୍ରିଫଳା —୪. The three myrobalans.
- ୫. ତ୍ରିକଟୁ —୫. The three pungent drugs.
- ୬. ଆୟୁ, ସ୍ଥିତି ଓ ବ୍ୟୟ — ୬. Income; saving and expenditure.