Jump to content

ତ୍ରିବର୍ଣ୍ଣ

ଉଇକିଅଭିଧାନ‌ରୁ

ତ୍ରିବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ — ୧. The three higher castes amongst the Hindus.
୨. ବଣକପା —୨. The wild variety of cotten.

ବିଶେଷ୍ୟ -

[ସମ୍ପାଦନା]

ତିନିରଙ୍ଗଯୁକ୍ତ —Tricoloured.