Jump to content

ତ୍ରିବଳି

ଉଇକିଅଭିଧାନ‌ରୁ

ତ୍ରିବଳି

ଉଚ୍ଚାରଣ

[ସମ୍ପାଦନା]

(ତ୍ରିବଳୀ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ବଳି=ଶ୍ଳଥଚର୍ମ)

[ସମ୍ପାଦନା]

ଉଦର, କପାଳ ଓ କଣ୍ଠଦେଶ ପ୍ରଭୃତି ସ୍ଥାନରେ ମାଂସ ଓ ଚର୍ମର ସଙ୍କୋଚ ଜନିତ ରେଖାତ୍ରୟ —The three folds or wrinkles of skin appearing in the belly, brow or neck of some persons.