Jump to content

ତ୍ରିବିକ୍ରମ

ଉଇକିଅଭିଧାନ‌ରୁ

ତ୍ରିବିକ୍ରମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତ୍ରି=ପାଦତ୍ରୟ ଦ୍ୱାରା+ବିକ୍ରମ=ଆକ୍ରମ, ଅଧିକାର ହୋଇଅଛି ଯାହାଙ୍କର, ଅର୍ଥାତ୍ ଯେ ବାମନ ଅବତାରରେ ତ୍ରିପଦଦ୍ୱରା ତ୍ରିଲୋକକୁ ଆକ୍ରମଣ କରିଥିଲେ; କିମ୍ୱା ତ୍ରିଲୋକ ମଧ୍ୟରେ ଯାହାଙ୍କର ବିକ୍ରମ ଦୀପ୍ୟମାନ ଅଛି)

[ସମ୍ପାଦନା]
୧. ବାମନରୂପୀ ବିଷ୍ଣୁ — ୧. Bishṇu in the incarnation of Bāmana.
୨. ତ୍ରିଲୋକ ଆକ୍ରମଣ — ୨. An attack on the ୩ worlds.