ତ୍ରିବୃତ୍ତ ଯମକ
ଗୀତର ପ୍ରତ୍ୟକ ପଦର ତିନି ସ୍ଥାନରେ ପଡ଼ିବା ଯମକ —Alliteration at three places in a line in poetic composition.
ରାମା ଶିଶିରେ ଘୋର ନିଶିରେ ଦୁଃଖ ରାଶିରେ ଭାସି, ବସି ଏକାନ୍ତ ମାନସେ କାନ୍ତ ସ୍ୱରୁପ କାନ୍ତି ଘୋଷି ଭଞ୍ଜ. ପ୍ରେମସୁଧାନିଧି