Jump to content

ତ୍ରିବେଣୀ ଘାଟ

ଉଇକିଅଭିଧାନ‌ରୁ

ତ୍ରିବେଣୀ ଘାଟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାଗୀରଥୀ ବା ଗଙ୍ଗା କୂଳରେ ସୁପ୍ରସିଦ୍ଧ ଘାଟ —Name of a place in the Hooghli district where three rivers meet.

[ଦ୍ରଷ୍ଟବ୍ୟ —ଇ, ଆଇ. ଆର୍. ରେଲ୍ଓୟେର ଯେଉଁ ଶାଗା ନବଦ୍ୱିପକୁ ଯାଇଅଛି ତହିଁ ନିକଟରେ ହାବଡ଼ାଠାରୁ ୩ ମାଇଲ ଦୂରରେ ହୁଗୁଳୀ ଜିଲ୍ଲାରେ ଭାଗୀରଥୀ ସଙ୍ଗେ ଅନ୍ୟ ଦୁଇଟି ନଦୀ ମିଳିତ ହୋଇଅଛି ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମିକୁନ୍ଦଦେବ ଏହିଠାରେ ଗୋଟିଏ ଘାଟ ନିର୍ମାଣ କରାଯାଇଥିଲେ ଏହା ଗୋଟିଏ ତୀର୍ଥସ୍ଥାନ; ଯେଉଁମାନେ ଗଙ୍ଗାରେ ଅସ୍ଥି ଦେବାକୁ ଯାଆନ୍ତି ସେମାନେ ଏହିଠାରେ ଶ୍ରୀଦ୍ଧାଦି କରି ଅସ୍ଥି ନିକ୍ଷେପ କରନ୍ତି ଓ ଏଠାରେ ତ୍ରିବେଣୀ ଅମାବାସ୍ୟା ଦିନ ଗୋଟିଏ ବଡ଼ ମୋଳା ହୁଏ]