Jump to content

ତ୍ରିବେଦ

ଉଇକିଅଭିଧାନ‌ରୁ

ତ୍ରିବେଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ବେଦ)

[ସମ୍ପାଦନା]

ତ୍ରୟୀ; ଋକ୍, ସାମ ଓ ଯଜୂଃ ଏହି ତିନି ବେଦ — The three Bedas; Ṛuk; Sāma and j̄ajur.

[ଦ୍ରଷ୍ଟବ୍ୟ —ଅଥର୍ବବେଦ ପରେ ରଚିତ ହୋଇଥିଲା]