Jump to content

ତ୍ରିବେଦୀ

ଉଇକିଅଭିଧାନ‌ରୁ

ତ୍ରିବେଦୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ତ୍ରିବେଦ+ଇନ୍; ୧ମା. ୧ବ)

[ସମ୍ପାଦନା]

ତିନି ବେଦରେ ପାରଙ୍ଗମ — Learned in the three Bedas.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତ୍ରିପାଠୀ; ତେବାରୀ ଉପାଧିଧାରୀ ବ୍ରାହ୍ମଣ — A Brāhmana holding the family-title of Tebāri or Tripāṭhī.