Jump to content

ତ୍ରିଭଙ୍ଗିମ

ଉଇକିଅଭିଧାନ‌ରୁ

ତ୍ରିଭଙ୍ଗିମ

ଉଚ୍ଚାରଣ

[ସମ୍ପାଦନା]

(ତ୍ରିବଙ୍ଗିମା—ଅନ୍ୟରୂପ)

ଦଂ.ବିଶେଷଣ - (ସଂସ୍କୃତ - ତ୍ରିଭଙ୍ଗୀ)

[ସମ୍ପାଦନା]

ଠିଆହେବାବେଳେ ଶରୀର ତିନି ଯାଗାରେ ବଙ୍କା ହୋଇଥିବା (ଅବସ୍ଥା ବା ଠାଣି) (A pose or posture of standing) Having three bends in the body; bent at three places.

[ଦ୍ରଷ୍ଟବ୍ୟ —ଶୀକୃଷ୍ଣ ବଂଶୀ ଧରି ପାଦାଗ୍ରରୁ ପାଦର ଆଣ୍ଠୁ ପର୍ଯ୍ୟନ୍ତ ଏକ ଭାଙ୍ଗ, ଆଣ୍ଠୁରୁ କଟି ପର୍ଯ୍ୟନ୍ତ ଏକ ଭାଙ୍ଗ ଓ କଟିର ଉପରକୁ ଏକ ଭାଙ୍ଗ, ଏପରି ତିନି ଯାଗାରେ ବକ୍ର ହୋଇ ଠିଆହେବା ଠାଣୀକୁ ତ୍ରିଭଙ୍ଗିମ ଠାଣୀ ବୋଲାଯାଏ ଏହି ଠାଣୀରେ ଠିଆ ହୋଇଥିବା ମୁରଲୀଧାରୀ ଶ୍ରୀକୃଷ୍ଣଙ୍କୁ ସାଧକମାନେ ଧ୍ୟାନ କରନ୍ତି]