ତ୍ରିଭଙ୍ଗୀ
ଦେଖଣା
ତ୍ରିଭଙ୍ଗୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଙ୍ଗୀତ)
[ସମ୍ପାଦନା]- ୧. ତାଳର ୬ ମୁଖ୍ୟ ଭେଦର ଏକତମ — ୧. One of the ୬୩ musical modes.
[ଦ୍ରଷ୍ଟବ୍ୟ —ଏଥିରେ ଏକ ଗୁରୁ, ଏକ ଲଘୁ ଓ ଏକ ପ ତ ମାତ୍ରା ଥାଏ]
- ୨. ଶୁଦ୍ଧ ରାଗର ଏକତମ — ୨. One of the pure tunes in music.
- ୩. ପ୍ରତ୍ୟକ ଚରଣରେ ୩୨: ମାତ୍ରା ଯୁକ୍ତ ଛନ୍ଦ — ୩. Name of a matre of ୩୨ syllables.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ତ୍ରିଭଙ୍ଗିମ (ଦେଖ) - — Tribhaṅgima (See)