Jump to content

ତ୍ରିମାତ୍ରିକ

ଉଇକିଅଭିଧାନ‌ରୁ

ତ୍ରିମାତ୍ରିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତ୍ରି+ମାତ୍ରା+ଇକ)

[ସମ୍ପାଦନା]
୧. ଯେଉଁ ଛାନ୍ଦରେ ୩ଟି ମାତ୍ରା ଥାଏ — ୧. (meter) Having three measures or strokes.
୨. ପ୍ଳୁତ (ଉଚ୍ଚାରଣ); ୧, ୨, ଓ ୩: ଗଣିବାକୁ ଯେତେ ସମୟ ଲାଗେ ସେତିକି ସମୟରେ ଉଚ୍ଚାରିତ ଦୀର୍ଘ (ସ୍ୱର) — ୨. Extra-long (sound of a vowel.)