ତ୍ରିମୁଣ୍ଡୀ
ଦେଖଣା
ତ୍ରିମୁଣ୍ଡୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିମୁଣ୍ଡ)
[ସମ୍ପାଦନା]ତିନିଟା ସ୍ୱତନ୍ତ୍ର ଜଟ ପକାଇ ବାନ୍ଧିବା କେଶବିନ୍ୟାଶ —A chignon made up of three stuffs of hairs wound up separately; a three stuffed chignon.
ଶିରେ ତ୍ରିମୁଣ୍ଡୀ କି ଅବା ମଣ୍ଡି ଥୋଇଛି ଇନ୍ଦ୍ରଧନୁ— ଭକ୍ତଚରଣ. ମଥୁରାମଙ୍ଗଳ