Jump to content

ତ୍ରିମୂର୍ତ୍ତି

ଉଇକିଅଭିଧାନ‌ରୁ

ତ୍ରିମୂର୍ତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ମୂର୍ତ୍ତି)

[ସମ୍ପାଦନା]
୧. ବ୍ରହ୍ମା, ବିଷ୍ଣୁ ଓ ଶିବ, ଏପରି ଈଶ୍ୱରଙ୍କର ତ୍ରିରୂପାତ୍ମକ ପ୍ରକାଶ — The Hindu Trinity or the threefold manifestation of the Hindu God-head (viz. Brahmā the Creator, Bishṇu the Preserver and Ṡiba the Destroyer); the Hindu Triad.
୨. ବ୍ରହ୍ମଶକ୍ତିବିଶେଷ —୨. Name of a Divine energy of the Brahmā.

ବିଶେଷଣ -

[ସମ୍ପାଦନା]

ତିନି ମୂର୍ତ୍ତିବିଶିଷ୍ଟ —Manifest in three forms; having three forms.