ତ୍ରିଯାମା
ଦେଖଣା
ତ୍ରିଯାମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରୀହି; ତ୍ରି+ଯାମ=ପ୍ରହର+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ରାତ୍ରି; ରଜନୀ —୧. Night.
- ୨. ଯମୁନା ନଦୀ —୨. The J̄amunā river.
- ୩. ହରିଦା; ହଳଦୀ —୩. Turmeric.
[ଦ୍ରଷ୍ଟବ୍ୟ —ରାତ୍ରିର ପ୍ରଥମ ଚାରି ଦଣ୍ଡ ଓ ଶେଷ ଚାରିଦଣ୍ଡ ଦିବସର ଅନ୍ତର୍ଗତ ବୋଲି ରାତ୍ରିକୁ ତ୍ରିଯାମା ବୋଲାଯାଏ]
- ୪. କଳା ତିହୁଡ଼ି (ଦେଖ) - ୪. (the black) Tihuṟḍ̠i (See)
- ୫. ନୀଳ ଗୁଳ୍ମ —୫. The indigo plant.