ତ୍ରିଯୁଗ
ଦେଖଣା
ତ୍ରିଯୁଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମାହର ଦ୍ୱିଗୁ; ତ୍ରି+ଯୁଗ)
[ସମ୍ପାଦନା]- ୧. ତିନିଗୋଟି ଯୁଗ; ସତ୍ୟ, ତ୍ରେତା ଓ ଦ୍ୱାପର ଯୁଗ — ୧. The three ages (Satya, Tretā and Dwāpara) of the world according to the Hindus.
- ୨. ଋତୁତ୍ରୟ (ବସନ୍ତ, ବର୍ଷା ଓ ଶରତ୍) — ୨. The three seasons of the years; (spring, rains and autum)
- ୩. ବିଷ୍ଣୁ (ହିନ୍ଦୀ - ଶବ୍ଦସାଗର) —୩. A name of Bishṇu.