ତ୍ରିରାତ୍ର
ଦେଖଣା
ତ୍ରିରାତ୍ର
ଉଚ୍ଚାରଣ
[ସମ୍ପାଦନା](ତ୍ରିରାତ୍ରି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ରାତ୍ରି)
[ସମ୍ପାଦନା]- ୧. ତିନିରାତି ପରିମିତ କାଳ — ୧. Time covered by three successive nights (i.e. three successive nights and two days between them).
[ଦ୍ରଷ୍ଟବ୍ୟ —ତୀର୍ଥ ଯାତ୍ରୀଙ୍କର ତୀର୍ଥରେ ତ୍ରିରାତ୍ର ଯାପନ କରିବାର ବିଧି ଅଛି]
- ୨. ରାତ୍ରି ସହିତ ଦିବସତ୍ରୟ —୨. Three days and nights following each other.
- ୩. ତିନି ଦିନ ଉପବାସ କରିବା ବ୍ରତବିଶେଷ — ୩. A vow consisting of fasting for ୩ days consecutively.
- ୪. ଗାର୍ଗ—ତ୍ରିରାତ୍ର ନାମକ ଯାଗ — ୪. Name of a Vedic sacrifice.