Jump to content

ତ୍ରିରାତ୍ରାଶୌଚ

ଉଇକିଅଭିଧାନ‌ରୁ

ତ୍ରିରାତ୍ରାଶୌଚ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବ୍ୟକ୍ତିବିଶେଷର ଜନ୍ମ ବା ମୃତ୍ୟୁରେ ଶାସ୍ତ୍ର ବିଧାନ ଅନୁସାରେ ମନୁଷ୍ୟର ତିନି ରାତି ପର୍ଯ୍ୟନ୍ତ ପାଳିବା ଅଶୌଚ —Impurity extending over three nights observed by a person on the death or brith of specific relations (as enjoined by the Hindu Sāstras).