Jump to content

ତ୍ରିରୋରି

ଉଇକିଅଭିଧାନ‌ରୁ

ତ୍ରିରୋରି

ଉଚ୍ଚାରଣ

[ସମ୍ପାଦନା]

(ତ୍ରିରୋରୀ; ତ୍ରିରୌରୀ—ଅନ୍ୟରୂପ)

ଦେଶଜ - ବ. (ନାମ)

[ସମ୍ପାଦନା]

ଥାନେଶ୍ୱରର ନିକଟବର୍ତ୍ତୀ ସ୍ଥାନବିଶେଷ; ତିରୋରୀ —Name of a place near Thāneṡwar; Tirouri.

[ଦ୍ରଷ୍ଟବ୍ୟ —ଏଠାରେ ମହମ୍ମଦ ଘୋରୀ ଓ ପୃଥ୍ୱୀରାଜଙ୍କ ମଧ୍ୟରେ ଘୋର ଯୁଦ୍ଧ ହୋଇଥିଲା ସେହି ଯୁଦ୍ଧରେ ପୃଥ୍ୱୀରାଜ ପରାସ୍ତ

ହୋଇ ମୃତ ହେଲେ ସେହି ଦିନରୁ ଭାରତରୁ ହିନ୍ଦୁ ସ୍ୱାଧୀନତା ଲୋପ ପାଇଲା