Jump to content

ତ୍ରିଲିଙ୍ଗ

ଉଇକିଅଭିଧାନ‌ରୁ

ତ୍ରିଲିଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ବ୍ୟାକରଣ) ସ୍ତ୍ରୀ.ପୁଲିଙ୍ଗ - ଓ ନପୁଂସକ ଲିଙ୍ଗବିଶିଷ୍ଟ (ଶବ୍ଦ) —(grammar) Having three genders.

ବିଶେଷ୍ୟ -

[ସମ୍ପାଦନା]
୧. ସ୍ତ୍ରୀଲିଙ୍ଗ, ପୁଂଲିଙ୍ଗ ଓ ନପୁଂସକ ଲିଙ୍ଗ — The three genders (masculine, feminine and neuter).
୨. ତୈଲଙ୍ଗ (ଦେଖ) - —୨. T&aline;i̱laṅga (See)

[ଦ୍ରଷ୍ଟବ୍ୟ —ତୈଲଙ୍ଗ ବା ତେଲଙ୍ଗା ଶବ୍ଦର ଏହି ଶବ୍ଦ ମୂଳସଂସ୍କୃତ ଶବ୍ଦ ଥିବାର କେହି କେହି କହନ୍ତି; କିନ୍ତୁ ଏହା ଠିକ ନ ଥିବାର ଜଣା ଯାଏ]