Jump to content

ତ୍ରିଲୋକ

ଉଇକିଅଭିଧାନ‌ରୁ

ତ୍ରିଲୋକ

ଉଚ୍ଚାରଣ

[ସମ୍ପାଦନା]
(ତ୍ରିଲୋକୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - କ୍ଳୀ (ସମାହର ଦ୍ୱିଗୁ; ତ୍ରି+ଲୋକ)

[ସମ୍ପାଦନା]

ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଏହି ତିନି ଭୂବନ; ତ୍ରିଭୂବନ —The three worlds; the heaven, the earth and the nether world.