ତ୍ରିଲୋଚନ
ଦେଖଣା
ତ୍ରିଲୋଚନ
ଉଚ୍ଚାରଣ
[ସମ୍ପାଦନା](ତ୍ରିଲୋଚନା, ତ୍ରିଲୋଚନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ତ୍ରି+ଲୋଚନ)
[ସମ୍ପାଦନା]- ୧. ମହାଦେବ —୧. Ṡiba (the three-eyed God).
- ୨. କାଶୀସ୍ଥ ଶିବଲିଙ୍ଗବିଶେଷ — ୨. Name of a Ṡiba-liṅga of Benares.
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ — A name given to males.
ସଂସ୍କୃତ - ବିଶେଷଣ - ପୁଂ.
[ସମ୍ପାଦନା]ଲୋଚନତ୍ରୟଯୁକ୍ତ —Three-eyed.