ତ୍ରିଲୋଚନ ଦ୍ୱିଜ
ପ୍ରାଚୀନ ଓଡ଼ିଆ କବିବିଶେଷ — Name of an ancient Orissa poet.
[ଦ୍ରଷ୍ଟବ୍ୟ —ଏ ପଦ୍ମପୁରାଣାନ୍ତର୍ଗତ ପ୍ରାଚୀନମାହାତ୍ମ୍ୟର ଉତ୍କଳାନୁବାଦ କରି ଥିଲେ ଏ ଭକ୍ତ ଜଗନ୍ନାଥ ଦାଶଙ୍କ ପରବର୍ତ୍ତୀ ବା ସମସାମୟିକ ଲେଖକ ଅଟନ୍ତି ଜଗବନ୍ଧୁ ପ୍ରାଚୀନ ଉତ୍କଳ]