ତ୍ରିଲୋହ
(ତ୍ରିଲୌହକ—ଅନ୍ୟରୂପ)
(ସମାହାର ଦ୍ୱିଗୁ; ତ୍ରି+ଲୋହ; ଲୌହ) ସୁନା, ରୂପା ଓ ତମ୍ୱା —The three metals. gold, siver and copper.