Jump to content

ତ୍ରିଶକଟ ଗୁଣ୍ଡ

ଉଇକିଅଭିଧାନ‌ରୁ

ତ୍ରିଶକଟ ଗୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଲମ୍ୱ ଓ ବଡ଼ ତୋପକୁ ତିନିଟା ଶଗଡ଼ ଲଗାଇ ବୋହି ନିଅନ୍ତି — A big cannon carried on ୩ carts put together.

ତୋପ କମାଣ ତ୍ରିଶକଟ ଗୁଣ୍ଡ, ଜବାଲ ଜମ୍ୱୁରା ନଳି ପ୍ରଚଣ୍ଡ ବ୍ରଜନାଥ. ସମରତରଙ୍ଗ