ତ୍ରିଶିରା
ଦେଖଣା
ତ୍ରିଶିରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତ୍ରିଶିରସ୍ ଶବ୍ଦ, ବହୁବ୍ରୀହି; ତ୍ରି+ଶିରସ୍, ୧ମା. ୧ବ.)
[ସମ୍ପାଦନା]ତିନିମୁଣ୍ଡିଆ —Three-headed.
ବିଶେଷ୍ୟ -
[ସମ୍ପାଦନା]- ୧. କୁବେର —୧. God Kubera.
- ୨. ଜ୍ୱର ପୁରୁଷ —୨. The demon presiding over fever; fever personified as a Deity.
[ଦ୍ରଷ୍ଟବ୍ୟ —ହରିବଂଶରେ ଲେଖା ଅଛି ଯେ ବାଣାସୁରର ସହାୟତା କରିବା ପାଇଁ ମହାଦେବ ନିଜ ଶରୀରରୁ ଏହାକୁ ଉତ୍ପନ୍ନ କରି— ଥିଲେ ଏହାର ୩ ମୁଣ୍ଡ, ୩ ଗୋଡ଼, ୬ ହାତ ଓ ୯ ଆଖି]
- ୩. (ରାମାୟଣୋକ୍ତ) ଖବର ସେନାପତି; ରାକ୍ଷସବିଶେଷ — ୩. Name of a demon; a commander of the demon Khara.
[ଦ୍ରଷ୍ଟବ୍ୟ —ଏ ରାବଣର ଏକ ଭାଇ ଏ ଖର ଦୂଷଣଙ୍କ ସଙ୍ଗେ ଦଣ୍ଡକାରଣ୍ୟରେ ରହୁଥିଲା ରାମଚନ୍ଦ୍ର ଏହାକୁ ବଧ କଲେ]
- ୪. ତ୍ୱଷ୍ଟା ପ୍ରଜାପତିଙ୍କର ଏକ ପୁତ୍ର — ୪. Name of a son of Twashṭā.