Jump to content

ତ୍ରିଶୀର୍ଷକ

ଉଇକିଅଭିଧାନ‌ରୁ

ତ୍ରିଶୀର୍ଷକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ତ୍ରି+ଶୀର୍ଷ+କ)

[ସମ୍ପାଦନା]

ତିନିମୁଣ୍ଡିଆ — Three-headed.

ବିଶେଷ୍ୟ -

[ସମ୍ପାଦନା]

ତିନି ଫଳକଯୁକ୍ତ ଅସ୍ତ୍ର; ତ୍ରିଶୂଳ — Trident; a three-pronged weapon.