Jump to content

ତ୍ରିଶୃଙ୍ଗ

ଉଇକିଅଭିଧାନ‌ରୁ

ତ୍ରିଶୃଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତ୍ରି+ଶୃଙ୍ଗ)

[ସମ୍ପାଦନା]
୧. ତ୍ରିକୂଟ ପର୍ବତ — ୧. Name of a three headed mountain.
୨. ତ୍ରିକୋଣ; ତ୍ରିଭୂଜ —୨. Triangle.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ତିନୋଟି ଶଙ୍ଖବିଶିଷ୍ଟ (ପଶୁ) — ୧. Three horned (animal).


୨. ତିନୋଟି ଶୃଙ୍ଗବିଶିଷ୍ଟ (ପର୍ବତ) — ୨. (mountain) Having three peaks.