Jump to content

ତ୍ରିଷ୍ଟୁପ୍

ଉଇକିଅଭିଧାନ‌ରୁ

ତ୍ରିଷ୍ଟୁପ୍

ଉଚ୍ଚାରଣ

[ସମ୍ପାଦନା]

(ତ୍ରିଷ୍ଟୁଭ୍—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରତ୍ୟେକ ଚରଣରେ ୧୧: ଅକ୍ଷର ଥିବା ବୈଦିକ ଛନ୍ଦୋବିଶେଷ —A vedic metre having eleven syllables in every foot.

[ଦ୍ରଷ୍ଟବ୍ୟ —ସୁମୂଖୀ, ଇନ୍ଦ୍ରବଜ୍ରା, ଉପେନ୍ଦ୍ରବଜ୍ରା, କୀର୍ତ୍ତି, ବାରଣୀ, ମାଳା, ଶାଳା, ହଂସୀ, ମାୟା, ଜାୟା, ବାଳା, ଆର୍ଦ୍ରା, ଭଦ୍ରା, ପ୍ରେମା, ରାମା, ରଥୋଦ୍ଧତା, ଦୋଧକ, ଋଦ୍ଧି, ସିଦ୍ଧି, ବୁଦ୍ଧି ଏ ଛନ୍ଦର ପ୍ରଧାନ ଭେଦ]