Jump to content

ତ୍ରିସନ୍ଧ୍ୟା

ଉଇକିଅଭିଧାନ‌ରୁ

ତ୍ରିସନ୍ଧ୍ୟା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧାରୟ; ତ୍ରି+ସନ୍ଧ୍ୟା=ମିଳନକାଳ)

[ସମ୍ପାଦନା]

ସକାଳ, ଦିପହର ଓ ସନ୍ଧ୍ୟାବେଳେ; ଦିବସର ତିନି ବେଳ; ତ୍ରିକାଳ —Dawn noon and eve; the three diurnal junctions