Jump to content

ତ୍ରିସବନ

ଉଇକିଅଭିଧାନ‌ରୁ

ତ୍ରିସବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରି+ସବନ=ସ୍ନାନ)

[ସମ୍ପାଦନା]

ଦିନ ମଧ୍ୟରେ ତିନିଥର ସ୍ନାନ; ତ୍ରିସନ୍ଧ୍ୟାରେ ସ୍ନାନ —Bathing thrice during the day (viz in the morning, at noon and in the evening).