ତ୍ରିସରି ମୁଦୀ
ହାତ ଆଙ୍ଗୁଠିରେ ପିନ୍ଧାଯିବା ଏକପ୍ରକାର ମୁଦୀ—(ଗୋଟିଏ ତାରକୁ ତିନିଥର ଘୁରାଯାଇ ଏ ମୁଦି ତିଆରି ହୋଇଥାଏ) —A kind of finger ring for the hands.
ବାମ କରର ଅଙ୍ଗୁଳି, ତ୍ରିସରି ମୁଦୀରେ ଝଳି—ଭଞ୍ଜ. ଲାବଣ୍ୟବତୀ