Jump to content

ତ୍ରିସାମା

ଉଇକିଅଭିଧାନ‌ରୁ

ତ୍ରିସାମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତ୍ରିସାମନ୍ ଶବ୍ଦ ୧ମା. ୧ବ.)

[ସମ୍ପାଦନା]

(ବିଷ୍ଣୁସହସ୍ର ନାମୋକ୍ତ) ବିଷ୍ଣୁଙ୍କ ନାମ —A name of Bishṇu.

ସ୍ତ୍ରୀ

[ସମ୍ପାଦନା]

(ଭାଗବତ) ମହେନ୍ଦ୍ର ପର୍ବତରୁ ବାହାରିଥିବା ନଦୀବିଶେଷ — Name of a river rising from the Mahendra mountain.