Jump to content

ତ୍ରିସିତା

ଉଇକିଅଭିଧାନ‌ରୁ

ତ୍ରିସିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ସିତା)

[ସମ୍ପାଦନା]

(ବୈଦ୍ୟକ) ଗୁଡ଼, ଚିନି ଓ ମିଶ୍ରିର ସମାହାର —(Ayurveda) A mixtrue of three kinds of sugar (i.e. molasses, refined sugar and sugar candy.)